ଅଭୟଙ୍କ ଇସ୍ତଫା ପରେ OSSC ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

May 22, 2025 - 17:06
 0  5
ଅଭୟଙ୍କ ଇସ୍ତଫା ପରେ OSSC ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି  ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭୟ ।  ତାଙ୍କ ଇସ୍ତଫାକୁ ତୁରନ୍ତ ଗୃହୀତ କରି ଅବସରପ୍ରାପ୍ତ ଆଇଏଏସ୍‌ ସୁଧାକର ବୁର୍ଗୀଙ୍କୁ ଓଏସଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ  ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରି ଏନେଇ ଦିଆଯାଇଛି ସୂଚନା । ପରବର୍ତ୍ତୀ ନିର୍ଦେଶ ଯାଏ ସେ ରହିବେ ଏହି ଦାୟିତ୍ୱରେ । ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗୀ । 


 

What's Your Reaction?

like

dislike

love

funny

angry

sad

wow