ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ

ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ୫୦ ମିଟର ରାଇଫଲ ସୁଟିଂରେ ବ୍ରୋଞ୍ଜ ପଦକ ପାଇଛନ୍ତି ସୁଟର ସ୍ୱପ୍ନିଲ କୁଶାଲେ । ଭାରତ ପାଇଁ ତୃତୀୟ ପଦକ ହାସଲ କରିଛନ୍ତି ସୁଟର । ପ୍ରଥମ ଥର ପାଇଁ ଏ ବର୍ଗରେ ଭାରତକୁ ମିଳିଛି ପଦକ । ଏହି ବିଜୟ ସହ ବର୍ତ୍ତମାନ ୩ରେ ପହଞ୍ଚିଛି ଭାରତର ପଦକ ସଂଖ୍ୟା । ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ମନୁ ଭାକର ଓ ସରବଜୋତ ସିଂହ ଯୋଡି ।
What's Your Reaction?






