ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ
Sundargarh MP Jual Oram has announced that he will no longer contest elections. He made this declaration during an employment fair held in Sambalpur. He further said, "I will step aside to make way for the younger generation." However, he clarified that he will continue working for the party organization. "If the party asks me to serve as a Governor in the State Assembly, that decision will be taken by the party. This is my personal decision. But if the party asks me to contest again, I will do so," said Jual Oram.

ଆଉ ନିର୍ବାଚନ ଲଢ଼ିବେନାହିଁ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଏନେଇ ସେ ନିଜେ କରିଛନ୍ତି ଘୋଷଣା । ସେ ଆହୁରି କହିଛନ୍ତି ଯେ, ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି। କିନ୍ତୁ ଦଳୀୟ ସଂଗଠନ ପାଇଁ ଆଗକୁ କରିବି କାମ । ଯଦି ଦଳ କହିବ ରାଜ୍ୟ ସଭାରେ ମୁଁ ରାଜ୍ୟପାଳ ହେବି। ତାହା ନିଷ୍ପତ୍ତି ନେବ ଦଳ। ଏହାର ମୋର ବ୍ୟକ୍ତି ଗତ ନିଷ୍ପତ୍ତି । ଦଳ ଯଦି କହିବ ପୁଣି ନିର୍ବାଚନ ଲଢିବାକୁ ,ତାହାଲେ ନିର୍ବାଚନ ଲଢିବି ବୋଲି କହିଛନ୍ତି ଜୁଏଲ୍ ଓରାମ।
What's Your Reaction?






