ଆଜି ହେଉଛି ଶେଷ ରଜ
ଆଜି ହେଉଛି ଶେଷ ରଜ ।ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ। ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା,ମିଠା ଓ ଭଳିକି ଭଲି ଖାଦ୍ୟ ସାଙ୍ଗକୁ ଜମିଛି ରଜ ପାନର ଆସର।
What's Your Reaction?