ଆସନ୍ତା ୨୪ରୁ ବନ୍ଦ ହେବ ଘରୋଇ ବସ ଚଳାଚଳ
Private bus services will be suspended from the 24th, and no private buses will enter Cuttack. The decision has been taken by the State Private Bus Owners’ Association in protest against the Chief Minister’s Bus Service. The association has warned that if CM Bus services from panchayats to district headquarters are not stopped by the 23rd, the strike will continue.
ଆସନ୍ତା ୨୪ରୁ ବନ୍ଦ ହେବ ଘରୋଇ ବସ ଚଳାଚଳ । କଟକକୁ ଆସିବ ନାହିଁ କୌଣସି ଘରୋଇ ବସ। ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ଏପରି ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ୨୩ତାରିଖ ସୁଦ୍ଧା ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦିଆଯାଇଛି ଚେତାବନୀ ।
What's Your Reaction?