ବିଜେଡି ଆପଣା ଛାଏଁ ଭାଙ୍ଗୁଛି:ଜୟ ନାରାୟଣ

BJP MLA Jayanarayan Mishra has given a sharp reaction to the suspension of BJD leaders. He said that many BJD leaders were already unhappy and that BJP does not need to break BJD as the party is collapsing on its own. He added that the ongoing situation saddens him and questioned why BJD is weakening itself.

Jan 17, 2026 - 15:56
 0  2
ବିଜେଡି ଆପଣା ଛାଏଁ ଭାଙ୍ଗୁଛି:ଜୟ ନାରାୟଣ

ବିଜେଡି ନେତାଙ୍କ ନିଲମ୍ବିତ ନେଇ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, ବିଜେଡିର ବହୁତ ଜଣଙ୍କ ମନରେ ଥିଲା କ୍ଷୋଭ । ଭାଜପା ଭାଙ୍ଗିବା ପାଇଁ ଚାହୁଁନି, ବିଜେଡି ଆପଣା ଛାଏଁ ଭାଙ୍ଗୁଛି। ଭାଜପା ଚାହିଁଥିଲେ କେବେଠାରୁ ଭାଙ୍ଗି ସାରନ୍ତାଣି ବିଜେଡି ।କିନ୍ତୁ ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି।ବିଜେଡି କାହିଁକି ତାର ଭାଡ଼ିକୁ ଫାଙ୍କା କରୁଛି,ତାର କାରଣ ସେ ହିଁ ଜାଣିଥିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

What's Your Reaction?

like

dislike

love

funny

angry

sad

wow