ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ

Apr 22, 2025 - 18:15
 0  4
ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଆହୁରି ୫ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ।କାମ ନଥିଲେ ଦିନ ୧୧ଟାରୁ ୪ଟା ଯାଏଁ ଘରେ ରହିବାକୁ ଦିଆଯାଇଛି ପରାମର୍ଶ।ଆଗାମୀ ପାଞ୍ଚ ଦିନ ଲାଗି ଗ୍ରୀଷ୍ମପ୍ରବାହ ଓ ତିନି ଦିନ ଅତି ଗ୍ରୀଷ୍ମପ୍ରବାହ ଜାରି କରିଛି ପାଣିପାଗ ବିଭାଗ ।ବାହାରକୁ ବାହାରିଲେ ମୁଣ୍ଡରେ କପଡା ପକାଇ ବାହାରିବାକୁ ଦିଆଯାଇଛି ପରାମର୍ଶ।  ମାନେ ଖରା ସମୟରେ ଘରେ ରୁହନ୍ତୁ ପିଲା ଓ ବୟସ୍କ ଲୋକ ।

What's Your Reaction?

like

dislike

love

funny

angry

sad

wow