ଓଡିଶାରୁ ଫେରିଯିବ ମୌସୁମୀ

Oct 12, 2024 - 12:04
 0  2
ଓଡିଶାରୁ ଫେରିଯିବ ମୌସୁମୀ

ଆଉ ଦୁଇ ଦିନ ମଧ୍ଯରେ ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ ପାଗ ଅନୁକୂଳ ଥିବା କହିଛି ପାଣିପାଗ କେନ୍ଦ୍ର । ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ସଂପୂର୍ଣ୍ଣ ଫେରିଯିବ ମୌସୁମୀ ।ସେହିପରି ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମର କିଛି ଅଞ୍ଚଳରୁ ମଧ୍ଯ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ ବାୟୁ । ଓଡିଶାରେ ଏଥର ରେକର୍ଡ ହୋଇଛି ସ୍ବାଭାବିକ ବର୍ଷା । ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଡ ବର୍ଷା ନଥିବାରୁ ମୌସୁମୀ ଫେରିଯିବା ନେଇ ଫିଟିଛି ବାଟ ।

What's Your Reaction?

like

dislike

love

funny

angry

sad

wow