ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍ ଟାଓ୍ବାରରେ ଆସିବ ନେଟଓ୍ବର୍କ
Today, the Indian Space Research Organisation (ISRO) created history by launching a satellite of the American company AST SpaceMobile using the powerful LVM-3 rocket. The BlueBird Block-2 satellite of AST SpaceMobile was successfully launched. This marks the sixth launch of the LVM-3 rocket, which has now begun its journey into space once again. The mission was carried out based on an agreement between NewSpace India Limited (NSIL) and AST SpaceMobile. Through this mission, the world’s largest commercial satellite will be deployed in low Earth orbit. This satellite will provide internet services directly to ordinary smartphones from space. This mission is not just a technological achievement; it has also established India as a reliable global leader in the field of space exploration.
ଆଜି ବାହୁବଳୀ ରକେଟ ଏଲଭିଏମ-୩ରୁ ଆମେରିକୀୟ କମ୍ପାନୀର ଏସଏସଟି ସ୍ପେସ୍ ମୋବାଇଲର ସାଟେଲାଇଟ୍ ଉତକ୍ଷେପଣ କରି ଇତିହାସ ରଚିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋ। ଏସଏସଟି ସ୍ପେସ୍ ମୋବାଇଲର ବ୍ଲୁ ବାର୍ଡ-ବ୍ଲକ୍-୨ ସାଟେଲାଇଟକୁ ସଫଳତା ପୂର୍ବକ କରାଯାଇଛି ଉତକ୍ଷେପଣ। ଏଲଭିଏମ-୩ର ଏହା ହେଉଛି ଷଷ୍ଠ ଉତକ୍ଷେପଣ,ଯାହା ମହାକାଶ ଅଭିମୁଖେ ଆରମ୍ଭ କରିଛି ଯାତ୍ରା। ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ୍ ଏବଂ ଏଏସଟି ସ୍ପେସ ମୋବାଇଲ ମଧ୍ୟରେ ହୋଇଥିବା ଚୁକ୍ତି ଆଧାରରେ କରାଯାଇଛି ଏହି ଅଭିଯାନ। ଏହାଦ୍ୱାରା ଲୋ ଆର୍ଥ ଅର୍ବିଟରେ ବିଶ୍ୱର ସବୁଠୁ ବଡ ବାଣିଜ୍ୟିକ ସାଟେଲାଇଟକୁ କରାଯିବ ମୁତୟନ। ଯାହା ସାଧାରଣ ସ୍ମାର୍ଟଫୋନକୁ ମହାକାଶରେ ପ୍ରଦାନ କରିବ ଇଣ୍ଟରନେଟ୍ ସେବା।ଏହି ମିଶନ କେବଳ ଏକ ପ୍ରଯୁକ୍ତିବିଦ୍ୟା ସଫଳତା ନୁହେଁ ବରଂ ଭାରତକୁ ମହାକାଶ କ୍ଷେତ୍ରରେ ଏକ ବିଶ୍ୱସ୍ତ ବିଶ୍ୱ ନେତା ଭାବରେ ମଧ୍ୟ କରିଛି ପ୍ରତିଷ୍ଠା।
What's Your Reaction?