ଇରାନର ଆଇଆର୍ଜିସି ନୌସେନା ମୁଖ୍ୟ ଆଲିରେଜା ତାଙ୍ଗସିରି ନିହତ
ଇରାନର ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସର ନୌସେନା କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କୁ ହତ୍ୟା କଲା ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ । ହରମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବାରେ ତାଙ୍କର ଥିଲା ବଡ଼ ଭୂମିକା। ଏହି ଆକ୍ରମଣର ସୂଚନା ଦେଇଛି ଇସ୍ରାଏଲ । ଯଦି ଏହା ସତ ହୁଏ, ତେବେ ଏହା ପାରସ୍ୟ ଉପସାଗରରେ ଇରାନର ନୌସେନା ରଣନୀତିକୁ ଦେଇପାରେ ଏକ ବଡ଼ ଆଘାତ ।
What's Your Reaction?