କିଏ ହେବେ ଉତ୍ତର କୋରିଆର ନୂଆ ଏକଛତ୍ରବାଦୀ ?

Speculation continues over who will become the next supreme leader of North Korea. On one side is Kim Yo-jong, the sister of Kim Jong-un, who is considered the country’s second most powerful figure. On the other side is Kim Jong-un’s 13-year-old daughter, Kim Ju-ae, who is also being seen as a possible future ruler. A major power struggle is expected in North Korea. The contest between the aunt and the niece will decide who becomes the successor to Kim Jong-un’s authority. It remains to be seen who will ultimately emerge as the true heir.

Feb 16, 2026 - 17:45
 0  1
କିଏ ହେବେ ଉତ୍ତର କୋରିଆର ନୂଆ ଏକଛତ୍ରବାଦୀ ?

ଉତ୍ତର କୋରିଆରେ କିଏ ହେବେ ନୂଆ ଏକଛତ୍ରବାଦୀ ଶାସକ, ସେ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଗୋଟିଏ ପଟେ ଅଛନ୍ତି କିମ୍ ଜୋଙ୍ଗ୍-ଉନ୍‌ଙ୍କ ଭଉଣୀ  କିମ୍ ୟୋ-ଜୋଙ୍ଗ୍  । ଯାହାଙ୍କୁ ଉତ୍ତର କୋରିଆର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ବୋଲି କରାଯାଇଥାଏ ବିବେଚନା। ଅନ୍ୟପଟେ ଅଛନ୍ତି କିମ୍ ଜୋଙ୍ଗ-ଉନଙ୍କ ୧୩ ବର୍ଷୀୟା ଝିଅ ଜୁ ଏ-ଇନ୍। ତାଙ୍କୁ ପରବର୍ତ୍ତୀ ଏକଛତ୍ରବାଦୀ ଶାସକ ଭାବେ କରାଯାଉଛି ବିବେଚନା ।କ୍ଷମତା ପାଇଁ ଉତ୍ତର କୋରିଆରେ ହେବାକୁ ଯାଉଛି ବଡ଼ ଲଢ଼େଇ ।ପିଉସୀ ଏବଂ ଝିଆରୀଙ୍କ ମଧ୍ୟରେ ଏହି ଯୁଦ୍ଧରେ ଯିଏ ବାଜିମାତ କରିବ ସେ ଭବିଷ୍ୟତରେ କିମ୍ ଜୋଙ୍ଗ-ଉନଙ୍କ କ୍ଷମତାର ଉତ୍ତରାଧିକାରୀ ହେବ।ତେବେ ଦେଖିବାକୁ ବାକି ରହିଲା କିଏ ହେବାକୁ ଯାଉଛି ପ୍ରକୃତ ଉତ୍ତରାଧିକାରୀ।

What's Your Reaction?

like

dislike

love

funny

angry

sad

wow