ଇସ୍ତଫା ଦେଲେ ଆଇଏଏସ୍ ବିଷ୍ଣୁପଦ ସେଠୀ

Feb 18, 2025 - 15:09
 0  3
ଇସ୍ତଫା ଦେଲେ ଆଇଏଏସ୍ ବିଷ୍ଣୁପଦ ସେଠୀ

ଶେଷରେ ଇସ୍ତଫା ଦେଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ସିବିଆଇ ଚଢାଉକୁ ବିରୋଧ କରି ମୁଖ୍ୟ ଶାସନ ସଚିବଙ୍କୁ ସେ ପଠାଇଛନ୍ତି ନିଜ ଇସ୍ତଫା ପତ୍ର।।୧୯୯୫ ବ୍ୟାଚର ଆଇଏଏସ୍ ଅଧିକାରୀ ହେଉଛନ୍ତି ବିଷ୍ଣୁପଦ । ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ତାଙ୍କ ଘରେ ପୂର୍ବରୁ କରାଯାଇଥିଲା ଚଢାଉ। ଆଉ ଆଜି ପୁଣିଥରେ ସକାଳୁ ବିଷ୍ଣୁପଦ ସେଠୀଙ୍କ ଘରେ ସମେତ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ମାରାଥନ୍ ଚଢାଉ କରିଛି ୮ ଜଣିଆ ସିବିଆଇ ଦଳ ।

 

What's Your Reaction?

like

dislike

love

funny

angry

sad

wow