ଏଣିକି ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମକାର୍ଯ୍ୟ

Jan 14, 2026 - 18:32
 0  1
ଏଣିକି ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମକାର୍ଯ୍ୟ

ଏଣିକି ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମକାର୍ଯ୍ୟ। ବ୍ଲକରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଇତ୍ୟାଦି କାର୍ଯ୍ୟ  ହେବ ଓଡ଼ିଆରେ। ଏନେଇ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ନିୟମ ଅବମାନନା କଲେ ଜାରିହେବ କାରଣ ଦର୍ଶାଅ ନୋଟିସ୍। ଏହି ନିୟମଟି ବହୁ ବର୍ଷ ପୂର୍ବରୁ ଲାଗୁ ହୋଇଥିଲେ ବି ମାନୁ ନଥିଲେ ସରକାରୀ କର୍ମଚାରୀ lଏବେବି ଲୋକେ ବିଶ୍ୱାସ କରି ପାରୁ ନାହାନ୍ତି ଯେ ନିୟମକୁ କଠୋର ଭାବରେ ମାନିବେ ସରକାରୀ କର୍ମଚାରୀ l

What's Your Reaction?

like

dislike

love

funny

angry

sad

wow