ଏଥର ଫିକା ପଡିବ ଗଣେଶ ପୂଜା

Sep 5, 2024 - 14:08
 0  7
ଏଥର ଫିକା ପଡିବ ଗଣେଶ ପୂଜା

ଏଥର ଫିକା ପଡିବ ଗଣେଶ ପୂଜା ।  କାରଣ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡିଶାରେ ରହିଛି ବର୍ଷା ସମ୍ବାବନା । ତେବେ ଏହାରି ଭିତରେ ଗଣେଶ ପୂଜା ପଡୁଥିବାରୁ, ବର୍ଷାରେ ଗଣେଶ ପୂଜା ଭିଜିବ ବୋଲି କରାଯାଉଛି ଅନୁମାନ ।୯ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା  । 

What's Your Reaction?

like

dislike

love

funny

angry

sad

wow