ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ବିଶେଷ ତୀବ୍ର ସମୀକ୍ଷା ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକାରେ ରହିଛନ୍ତି ୩.୧୬ କୋଟି ଭୋଟର । କାଟି ଦିଆଯାଇଛି ୧୭.୬୬ ଲକ୍ଷ ନାମ l ସେହି କାଟ ତାଲିକାରେ ଅଛନ୍ତି ମୃତ, ସ୍ଥାନାନ୍ତରିତ, ଦ୍ୱେତ କାର୍ଡ଼ଧାରୀ ଇତ୍ୟାଦି। ପୂର୍ବ ତୁଳନାରେ କମିଛି ମୋଟ ଭୋଟର ସଂଖ୍ୟା ।
What's Your Reaction?