ଆଇଆଇଟି ବମ୍ବେ ଛାତ୍ର ଆତ୍ମହତ୍ୟା ମାମଲା

Sep 23, 2026 - 11:26
ଆଇଆଇଟି ବମ୍ବେ ଛାତ୍ର ଆତ୍ମହତ୍ୟା ମାମଲା

ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷ ବିଟେକ ଶାହିଲ ରବିନ୍ଦ୍ର ୱାକୋଡେଙ୍କ ଆତ୍ମହତ୍ୟା ମାମଲାରେ ଛାତ୍ରମାନେ ଜାରି ରଖିଛନ୍ତି ପ୍ରତିବାଦ ।  ଡିନ୍ ସୁର୍ଯ୍ୟନାରାୟଣ ଡୁଲ୍ଲାଙ୍କୁ ପଦଚ୍ୟୁତ କରିବାକୁ ସେମାନେ କରୁଛନ୍ତି ଦାବି । ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି ଛାତ୍ରଙ୍କୁ ପରୀକ୍ଷା ହଲ୍‌ରୁ ବାହାର କରିବା ଦୃଶ୍ୟ ।  ପରୀକ୍ଷା ନିୟମ ଓ ଅଭିଯୋଗ ପ୍ରକ୍ରିୟା ସମୀକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛି ଇନଷ୍ଟିଚ୍ୟୁଟ୍।​ 

What's Your Reaction?

like

dislike

love

funny

angry

sad

wow