ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

Sep 23, 2026 - 11:24
ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ବିଶେଷ ତୀବ୍ର ସମୀକ୍ଷା ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକାରେ ରହିଛନ୍ତି ୩.୧୬ କୋଟି ଭୋଟର । କାଟି ଦିଆଯାଇଛି ୧୭.୬୬ ଲକ୍ଷ ନାମ l ସେହି କାଟ ତାଲିକାରେ ଅଛନ୍ତି ମୃତ, ସ୍ଥାନାନ୍ତରିତ, ଦ୍ୱେତ କାର୍ଡ଼ଧାରୀ ଇତ୍ୟାଦି। ପୂର୍ବ ତୁଳନାରେ କମିଛି ମୋଟ ଭୋଟର ସଂଖ୍ୟା ।​ 

What's Your Reaction?

like

dislike

love

funny

angry

sad

wow