କାଲିଠୁ ସପ୍ତାହେ ଧରି ଭିଜିବ ଓଡ଼ିଶା

Odisha is expected to experience rainfall for a week starting tomorrow. The Meteorological Department has predicted the reactivation of the monsoon. After a spell of intense heat, residents can expect relief with showers. Light to moderate rainfall is expected in various districts of the state. An Orange Alert has been issued for Mayurbhanj, Keonjhar, Balasore, Bhadrak, and Angul districts, while a Yellow Alert has been issued for Jajpur, Kendrapada, Jagatsinghpur, Khordha, and several other districts.

Jun 10, 2025 - 13:17
 0  6
କାଲିଠୁ ସପ୍ତାହେ ଧରି ଭିଜିବ ଓଡ଼ିଶା

କାଲିଠୁ ସପ୍ତାହେ ଧରି ଭିଜିବ ଓଡ଼ିଶା । ପୁଣି ମୌସୁମୀ ସ୍ରକିୟ ହେବାନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । କିଛିଦିନ ଖରା ଗରମରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ତାତିରୁ ମିଳିବ ତ୍ରାହି  । ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ରହିଛି ସମ୍ଭାବନା ।ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର, ଖୋର୍ଦ୍ଧା ସହିତ ଅନ୍ୟ ଜିଲ୍ଲାକୁ ଜାରି କରାଯାଇଛି ହଳଦିଆ ସତର୍କତା  ।

What's Your Reaction?

like

dislike

love

funny

angry

sad

wow