ଗାଡ଼ି ଚଳାଇବାବେଳେ ରିଲ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

Strict action will be taken against those making reels or videos while driving on the road. Special focus will be kept on violations of road safety rules in the name of dangerous driving and video shooting. To ensure the safety of the public on the roads, Commerce and Transport Minister Bibhuti Bhushan Jena has directed strict action against reckless drivers. The State Transport Authority has issued instructions to all Regional Transport Officers (RTOs) across Odisha in this regard.

Sep 16, 2025 - 11:45
 0  17
ଗାଡ଼ି ଚଳାଇବାବେଳେ ରିଲ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଏଣିକି ରାସ୍ତାରେ ଗାଡ଼ି ଚଳାଇବାବେଳେ ରିଲ୍ସ ଭିଡିଓ କଲେ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।ବିପଦପୂର୍ଣ୍ଣ ଗାଡ଼ି ଚଳାଇବା, ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏ ସମ୍ପର୍କରେ ଦିଆଯାଇଛି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow