ରାଜ୍ୟର ୬ଜିଲ୍ଲାରେ ବନ୍ୟା ସ୍ଥିତି

Due to a low-pressure-induced continuous rainfall, flood-like conditions have emerged in six districts of Odisha — Balasore, Mayurbhanj, Bhadrak, Jajpur, Sundargarh, and Keonjhar. As a result, over 11,000 people have been affected. Since Mayurbhanj and Balasore are among the worst-hit, more than 1,000 people have been shifted to 9 relief shelters. Revenue Minister Suresh Pujari has directed all district collectors to ensure relief materials reach all flood-affected areas. Special attention is being given to Balasore district, and night patrolling has been strictly enforced in the damaged regions.

Jul 28, 2025 - 12:25
 0  1
ରାଜ୍ୟର ୬ଜିଲ୍ଲାରେ ବନ୍ୟା ସ୍ଥିତି

 ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ‌ଯୋଗୁ ୬ଟି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଫଳରେ ୧୧ହଜାରରୁ ଅଧିକ ଲୋକ ହୋଇଛନ୍ତି ପ୍ରଭାବିତ। ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ୯ଟି ଆଶ୍ରୟସ୍ଥଳୀକୁ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର । ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କୁ ରିଲିଫ ସାମଗ୍ରୀ ମିଳିବା ନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବାଲେଶ୍ବର ଜିଲ୍ଲା ଉପରେ ସ୍ବତନ୍ତ୍ର ରହିଛି ନଜର  । କ୍ଷତିଗ୍ରସ୍ତ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋ‌ଲିଂ ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି । 

What's Your Reaction?

like

dislike

love

funny

angry

sad

wow