ରେଭେନ୍ସା ୱେବସାଇଟ୍ସ ପରେ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍
Ravenshaw University’s website has been hacked. When users click on the site, instead of accessing university-related information, they are redirected to a betting site. On mobile devices, it opens a betting platform resembling “Bento-for-D,” which was never seen before on the official website. There are also complaints that the certificate download and other essential functions of the university site are no longer working. This unexpected redirection has raised serious concerns and questions about how the hack occurred. Meanwhile, it has also been alleged that the Instagram account of the Higher Education Department has been hacked. Since the 4th (of the month), obscene and betting videos have been uploaded from the account. An investigation is underway to identify the hacker responsible.

ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ ହେଲା ହ୍ୟାକ୍ । ୱେବ୍ସାଇଟ୍କୁ କ୍ଲିକ୍ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସିବା ପରିବର୍ତ୍ତେ ଖୋଲୁଛି ଏକ ବେଟିଂ ସାଇଟ୍ ।ମୋବାଇଲ୍ରେ ୱେବ୍ସାଇଟ୍ ଖୋଲିଲେ ଖୋଲୁଛି ‘ବେଣ୍ଟୋ-ଫୋର୍ ଡି’ ପରି ଏକ ବେଟିଂ ପ୍ଲାଟ୍ଫର୍ମ। ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ରେଭେନ୍ସା ୱେବ୍ସାଇଟ୍ରୁ ପ୍ରମାଣପତ୍ର ଡାଉନ୍ଲୋଡ୍ ନେଇ କୌଣସି କାମ କରି ହେଉନଥିବା ହୋଇଛି ଅଭିଯୋଗ । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।ସେପଟେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ଯ ହ୍ୟାକ୍ ହୋଇଯାଇଥିବା ନେଇ ହୋଇଛି ଅଭିଯୋଗ। ଫଳରେ ଗତ ୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ ସବୁ ହୋଇଛି ଅପଲୋଡ଼। ତେବେ କିଏ ହ୍ୟାକର ,ସେନେଇ ଚାଲିଛି ତଦନ୍ତ।
What's Your Reaction?






