ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ

Biju Janata Dal (BJD) corporator Amaresh Jena has been arrested in connection with a gang rape case involving a minor. On the 24th of last month, a minor girl had lodged a complaint at the Laxmisagar police station, accusing Amaresh Jena of rape, forced abortion, and issuing death threats. Following the complaint, the police registered a case and began an investigation. However, Amaresh Jena went absconding. During the investigation, the police arrested five of his associates who allegedly helped him evade arrest. Eventually, today, the police arrested Amaresh Jena from the Nilagiri area in Balasore. In response to the allegations, the Biju Janata Dal swiftly suspended Amaresh Jena from the party.

Jul 27, 2025 - 12:45
 0  1
ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ଗତ ୨୪ ତାରିଖ ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ନାବାଳିକା ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ କରିଥିଲେ ଅଭିଯୋଗ । ନାବାଳିକାଙ୍କୁ ଦୁଷ୍କର୍ମ  ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଆସିଥିଲା ଅଭିଯୋଗ । ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ହେଲେ ଫେରାର ହୋଇଯାଇଥିଲେ ଅମରେଶ ଜେନା। କିନ୍ତୁ ପୋଲିସ ତଦନ୍ତ କରି ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ କରିଥିଲା ଗିରଫ।ଶେଷରେ ଆଜି ଅମରେଶ ଜେନାଙ୍କୁ ବାଲେଶ୍ୱର ନୀଳଗିରି ଅଞ୍ଚଳରୁ ଗିରଫ କରିଛି ପୋଲିସ । ସେପଟେ ଦୁଷ୍କର୍ମ ଅଭିଯୋଗ ପରେ ବିଜୁ ଜନତା ଦଳ ପକ୍ଷରୁ ତୁରନ୍ତ ଅମରେଶ ଜେନାଙ୍କୁ କରାଯାଇଛି ନିଲମ୍ବିତ। 

What's Your Reaction?

like

dislike

love

funny

angry

sad

wow