ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Sep 18, 2024 - 18:24
 0  1
ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ  ଚନ୍ଦ୍ରଯାନ-୪  ଅଭିଯାନକୁ ମିଳିଛି ମଞ୍ଜୁରୀ। ଏଥିସହ ଗଗନଯାନ ମିଶନକୁ ଆହୁରୀ ବ୍ୟାପକ କରିବାକୁ ମିଳିଛି  ଅନୁମତି । ଏଥିପାଇଁ  କରାଯାଇଛି  ୨ ହଜାର ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ । ଚନ୍ଦ୍ରଯାନ-୪ ଅଭିଯାନରେ  ଚନ୍ଦ୍ରକୁ ଯାଇ ଫେରିବ  ସାଟେଲାଇଟ୍। ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ପଥର ନମୂନା ଆଣିବାକୁ କରାଯାଇଛି  ଯୋଜନା । କ୍ୟାବିନେଟ ମଞ୍ଜୁରୀ ପରେ ଏନେଇ ସୁଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭାରତର ଦିର୍ଘମିଆଁଦୀ ସ୍ପେଶ   ଅଭିଯାନ କ୍ଷେତ୍ରରେ ଏହା ହେବ ବଡ଼ ପଦକ୍ଷେପ।

What's Your Reaction?

like

dislike

love

funny

angry

sad

wow