ଚିନିଗାମରେ ସୁରକ୍ଷାବାହିନୀର ଗୁଳିମାଡ଼ରେ ନିପାତ ହୋଇଛନ୍ତି ୪ ଆତଙ୍କବାଦୀ

Jul 7, 2024 - 12:28
 0  2
ଚିନିଗାମରେ ସୁରକ୍ଷାବାହିନୀର ଗୁଳିମାଡ଼ରେ ନିପାତ ହୋଇଛନ୍ତି ୪ ଆତଙ୍କବାଦୀ

ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ଚିନିଗାମରେ ସୁରକ୍ଷାବାହିନୀର ଗୁଳିମାଡ଼ରେ ନିପାତ ହୋଇଛନ୍ତି ୪ ଆତଙ୍କବାଦୀ ସେନାର ସର୍ଚ୍ଚଅପରେଶନ ଜାରି ରହିଛି। ଗୁଳିମାଡ଼ରେ ସହିଦ ହୋଇଛନ୍ତି ପାରା କମାଣ୍ଡୋ ପ୍ରଦୀପ ନୈନ ଅନ୍ୟ ଅପରେଶନ ବେଳେ ରାଜସ୍ଥାନ ରାଇଫଲ୍ସ ୦୧ର  ଯବାନ ତଥା ହାବିଲଦାର ରାଜ କୁମାର ହୋଇଛନ୍ତି ସହିଦ  ସେନାର ଅପରେଶନ ଆରମ୍ଭ ହେବାର ଅଳ୍ପ କିଛି ସମୟ ପରେ ଚିନିଗାମ ଗାଁରେ ଆରମ୍ଭ ହୋଇଯାଇଥିଲା ଗୁଳିବିନିମୟ ସେନାକୁ ଲଶ୍କର ଗ୍ରୁପ ସଂପର୍କରେ ଗୁଇନ୍ଦା ସୂତ୍ରରୁ ମିଳିଥିଲା ସୂଚନା ଏହା ପରେ ସୁରକ୍ଷାବାହିନୀର ଯବାନମାନେ ପହଞ୍ଚି ଆରମ୍ଭ କରିଥିଲେ ଅପରଶେନ

What's Your Reaction?

like

dislike

love

funny

angry

sad

wow