ଜାମ୍ମୁକାଶ୍ମୀରେ ସେନା ଗାଡ଼ି ଦୁର୍ଘଟଣା, ୪ ଯବାନ ସହିଦ
ଜାମ୍ମୁକାଶ୍ମୀର ବଡଗାମ ଘାଟିରେ ସେନା ଗାଡ଼ି ଦୁର୍ଘଟଣାରେ ୪ ବିଏସଏଫ୍ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ । ସମସ୍ତ ଆହତଙ୍କୁ ଏସଡିଏଫସି ଖାନ୍ ସାହେବ ଓ ବଡ଼ଗାମ ହାସପାତାଳରେ କରାଯାଇଛି ଭର୍ତ୍ତି। ସୂଚନା ଅନୁସାରେ, ଗତକାଲି ଗାଡ଼ିରେ ଯାତ୍ରା କରୁଥିଲେ ପାଖାପାଖି ୩୬ ଜଣ ଯବାନ। ବ୍ରିଲ ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଘାଟି ତଳକୁ ଖସି ଘଟିଥିଲା ଦୁର୍ଘଟଣା ।
What's Your Reaction?