ଛତିଶଗଡ଼ରେ ବଡଧରଣର ଏନକାଉଣ୍ଟର

Nov 16, 2024 - 16:55
 0  2
ଛତିଶଗଡ଼ରେ ବଡଧରଣର ଏନକାଉଣ୍ଟର

ଛତିଶଗଡ଼ରେ ବଡଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀ ଓ ଲାଲବାହିନୀଙ୍କ ମଧ୍ଯରେ ମୁହାଁମୁହିଁ ଯୋଗୁଁ  ନିହତ ହୋଇଛନ୍ତି ୫ ନକ୍ସଲ। ଏବେ ବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ମିଳିଛି ସୂଚନା।ପ୍ରଥମେ କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଲୁଚି ରହି କ୍ୟାମ୍ପ କରିଥିଲେ ମାଓବାଦୀମାନେ। ଖବର ପାଇ ଜଙ୍ଗଲରେ କମ୍ଵିଂ କରିଥିଲେ ସୁରକ୍ଷାକର୍ମୀ। ଏହି ସମୟରେ ପ୍ରଥମେ ଗୁଳି ଚଳାଇଥିଲେ ନକ୍ସଲ। ଗୁଳିରେ ପାଲଟା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । 

What's Your Reaction?

like

dislike

love

funny

angry

sad

wow