ଡୋନାଲ୍ଡ ଟ୍ରମ୍ପଙ୍କ ପରେ କମଲା ହାରିସଙ୍କୁ ନିଶାଣ

Sep 25, 2024 - 17:29
 0  2
ଡୋନାଲ୍ଡ ଟ୍ରମ୍ପଙ୍କ ପରେ କମଲା ହାରିସଙ୍କୁ ନିଶାଣ

ଡୋନାଲ୍ଡ ଟ୍ରମ୍ପଙ୍କ ପରେ କମଲା ହାରିସଙ୍କୁ ନିଶାଣ। ଟେମ୍ପେରେ ଥିବା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ନିର୍ବାଚନ କ୍ୟାମ୍ପେନ କାର୍ଯ୍ୟାଳୟ ଉପରେ ହୋଇଛି ଗୁଳିମାଡ । କାର୍ଯ୍ୟାଳୟର ଆଗ ଝରକା ପଟୁ ଗୁଳିମାଡ କରିଛନ୍ତି ଦୁବୁର୍ତ। କିନ୍ତୁ ଏଥିରେ ହୋଇନାହିଁ କୌଣସି କ୍ଷତି । ଘଟଣାର ତଦନ୍ତ କରୁଛି ପୁଲିସ। ଆକ୍ରମଣ ପରେ କମଲା ହାରିସଙ୍କ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ବୃଦ୍ଧି। ପୂର୍ବରୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ହୋଇଥିଲା ଗୁଳିମାଡ। 

What's Your Reaction?

like

dislike

love

funny

angry

sad

wow