ନିଶ୍ଚିତ ଖୋଲାଯିବ ରତ୍ନଭଣ୍ଡାର: ମନ୍ତ୍ରୀ

ନିଶ୍ଚିତ ଖୋଲା ଯିବ ରତ୍ନଭଣ୍ଡାର ।ଖୁବ୍ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ କରାଯିବ ଗଣତି।ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍ଲାଇନ୍ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ଏହାକୁ ଗଣତି କରାଯିବା ପରେ ରିପୋର୍ଟକୁ କରାଯିବ ସାର୍ବଜନୀନ । ଶାସନକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତିି ଦେଇଥିଲା ତାହା ନିଶ୍ଚୟ ପୂୂରଣ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
What's Your Reaction?






