ନେପାଳରେ ଭୟଙ୍କର ଭୂକମ୍ପ, ୫୩ ମୃତ

Jan 7, 2025 - 12:18
 0  5
ନେପାଳରେ ଭୟଙ୍କର ଭୂକମ୍ପ, ୫୩ ମୃତ

ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ ।ଏଥିରେ ୫୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୬୨ ଜଣ ହୋଇଛନ୍ତି ଆହତ ।ଭୁଶୁଡି ପଡିଛି ଅନେକ ଘର ଦ୍ୱାର।ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଲଗାତର ୬ଟି ଭୂମିକମ୍ପ ଝଟ୍‌କା ହୋଇଥିଲା ଅନୁଭୂତ।  ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ କରାଯାଇଛି ରେକର୍ଡ । 

What's Your Reaction?

like

dislike

love

funny

angry

sad

wow