ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ, ୯ ଯବାନ ସହିଦ

Jan 6, 2025 - 16:47
 0  1
ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ, ୯ ଯବାନ ସହିଦ

ଛତିଶଗଡ଼ ବିଜାପୁରର କୁଟରୁ ବେଦ୍ରେ ରାସ୍ତାରେ ଭୟଙ୍କର ମାଓ ଆକ୍ରମଣ ।ଆଇଇଡି ଲଗାଇ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଲେ ନକ୍ସଲ।ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ଗାଡ଼ି ଡ୍ରାଇଭର।ଦାନ୍ତେୱାଡା, ନାରାୟଣପୁର ଜଙ୍ଗଲରେ ମାଓ ଅଭିଯାନ ସାରି ଫେରୁଥିଲେ ଦାନ୍ତେୱାଡା ଡିଆରଜି କ୍ୟାମ୍ପର ଏହି ସମସ୍ତ ଯବାନ। 

 

What's Your Reaction?

like

dislike

love

funny

angry

sad

wow