ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ

Aug 24, 2025 - 15:28
 0  12
ପାର୍କିଂରୁ ଖସିପଡିଲା ଗାଡି, ଡ୍ରାଇଭର ଗୁରୁତର ଆହତ

ପାର୍କିଂରୁ ଖସିପଡିଲା ଗାଡି । ଫଳରେ ଗୁରୁତର ଆହତ ହୋଇଛନ୍ତି ଡ୍ରାଇଭର । ପୁରୀ ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଘଟିଛି ଏହି ଅଘଟଣ । ଗାଡ଼ି ସହ ତଳକୁ ଖସିପଡିଥିଲେ ଡ୍ରାଇଭର । ଏହାପରେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି  । ଅସାବଧାନତା ଯୋଗୁଁ ଏପରି ଘଟିଥିବା ମିଳିଛି ସୂଚନା

What's Your Reaction?

like

dislike

love

funny

angry

sad

wow