ପୁଟିନଙ୍କ ବଡ଼ ଘୋଷଣା; ସୈନିକଙ୍କୁ ଋଣ ଛାଡ଼
ୟୁକ୍ରେନ୍ ବିରୋଧ ଲଢେଇରେ ଓହ୍ଲାଇ ଥିବା ସୈନିକଙ୍କୁ ହେବ ଋଣ ଛାଡ଼।ଏଭଳି ଏକ ବଡ ଘୋଷଣା କରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ସାମିରକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଛି ଏଭଳି ପଦକ୍ଷେପ । ଏହି ନୂଆ ଆଇନ୍ ଅନୁସାରେ ସାମରିକ ନିଯୁକ୍ତି ପାଇଥିବା ବ୍ୟକ୍ତି ଓ ତାଙ୍କ ଜୀବନସାଥୀଙ୍କୁ ୧୦ ନିୟୁତ ରୁବେଲ ବା ୯୬ ହଜାର ଡଲାର ପର୍ଯ୍ୟନ୍ତ ଋଣ ଛାଡ଼ କରିବାକୁ ହୋଇଛି ନିଷ୍ପତ୍ତି । ୨୦୨୪ ଡିସେମ୍ବର ୧ ପୂର୍ବରୁ ନିଆଯାଇଥିବା ଋଣ ଉପରେ ଲାଗୁ ହେବ ଏହି ଆଇନ୍।
What's Your Reaction?