ପୁଣି ବଢ଼ିବ ବର୍ଷା ପରିମାଣ

Aug 12, 2024 - 15:42
 0  3
ପୁଣି  ବଢ଼ିବ ବର୍ଷା ପରିମାଣ

ସକ୍ରିୟ ମୌସୁମୀ ପ୍ରଭାବରେ ୧୩ ତାରିଖରୁ ଓଡ଼ିଶାରେ ବଢ଼ିବ ବର୍ଷା ପରିମାଣ । ଆସନ୍ତାକାଲି ପାଇଁ  ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ  ଜାରି ହୋଇଛି ହଳଦିଆ ସତର୍କତା।୧୪ ତାରିଖରେ ଅଧିକାଂଶ ଜିଲ୍ଲାରେ କମିପାରେ ବର୍ଷାର ପରିମାଣ ।

What's Your Reaction?

like

dislike

love

funny

angry

sad

wow