ସୁନାଦରରେ ବଡ ପରିବର୍ତ୍ତନ

Aug 12, 2024 - 15:41
 0  6
ସୁନାଦରରେ ବଡ ପରିବର୍ତ୍ତନ

ଆଜି ଭାରତିୟ ବଜାରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ  ୬୪,୪୪୦ ଟଙ୍କା  ରହିଥିବା ବେଳେ  ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୭୦,୦୩୦ ଟଙ୍କା । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୬୪,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୭୦,୦୩୦ ଟଙ୍କା ହୋଇଛି । ଅନ୍ୟପଟେ କେଜି ପ୍ରତି 87000 ଟଙ୍କା ହୋଇଛି ରୂପା ଦର।

What's Your Reaction?

like

dislike

love

funny

angry

sad

wow