ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ
Bird flu has been confirmed in Delang, Puri district. Blood sample reports from Bhopal confirmed the outbreak. Three areas in Delang have been declared as restricted zones. The administration has decided to cull 6,500 chickens. All chickens within a 1-kilometer radius of the infected farm will be culled.

ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ। ଭୋପାଳରୁ ଆସିଛି ରକ୍ତ ନମୁନାର ରିପୋର୍ଟ। ଡେଲାଙ୍ଗର ୩ଟି ସ୍ଥାନକୁ ନିଷିଦ୍ଧ ଅଞ୍ଚଳ ବୋଲି କରାଯାଇଛି ଘୋଷଣା। ୬ ହଜାର ୫୦୦ କୁକୁଡ଼ା ମାରିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ। ସଂକ୍ରମିତ ଫାର୍ମ ପରିସରରୁ ୧ କିଲୋମିଟର ପର୍ଯ୍ୟନ୍ତ ମରାଯିବ କୁକୁଡ଼ା।
What's Your Reaction?






