ପ୍ରକାଶ ପାଇଲା ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ

May 13, 2025 - 15:03
 0  26
ପ୍ରକାଶ ପାଇଲା ସିବିଏସଇ  ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଏଥର ପାସ୍‌ହାର ରହିଛି ୮୮.୩୯ ପ୍ରତିଶତ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବୃଦ୍ଧି ପାଇଛି ପାସ୍‌ହାର । ପ୍ରତିଥର ପରି ଏଥର ମଧ୍ଯ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ରହିଛି ଅଧିକ ।  ଏଥର ୧୭ ଲକ୍ଷ ୧୮ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା ।ସେହିପରି ଦ୍ୱାଦଶ ପରେ ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ। ଏଥିରେ ପାସ ହାର ରହିଛି  ୯୩.୬୬ ପ୍ରତିଶତ।ଛାତ୍ରଙ୍କ ତୁଳନାରେ ଅଧିକ ରହିଛି ଛାତ୍ରୀଙ୍କ ପାସ ହାର। ସୂଚନାଯୋଗ୍ୟ, ଏଥର ସିବିଏସଇ ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରୀଛାତ୍ର ଦେଇଥିଲେ ପରୀକ୍ଷା । ଭୁବନେଶ୍ବର ଜୋନରେ ଚଳିତ ବର୍ଷ  ୯୨.୬୪% ରହିଛି ପାସ ହାର।

What's Your Reaction?

like

dislike

love

funny

angry

sad

wow