ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ

Prime Minister Narendra Modi has been conferred Ethiopia’s highest civilian award, “The Great Honour of the Order of Ethiopia.” He is the first leader in the world to receive this prestigious honour. Dedicating the award to 140 crore Indians, the Prime Minister said it is a matter of great pride for him. Relations between the two countries have been elevated to a Strategic Partnership, with decisions taken to enhance cooperation in economy, technology, defence, and healthcare.

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯାଇଛି ଇଥୋପିଆର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦ ଗ୍ରେଟ୍ ଅନର ନିଶାନ ଅଫ୍ ଇଥୋପିଆ' । ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ବିଶ୍ୱର ପ୍ରଥମ ନେତା । ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ମାନ ମିଳିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ 'ଷ୍ଟ୍ରାଟେଜିକ୍ ପାର୍ଟନରସିପ୍'କୁ ବୃଦ୍ଧି କରାଯାଇଛି । ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ନିଆଯାଇଛି ନିଷ୍ପତ୍ତି।