ନୌସେନାରେ ସାମିଲ ରୋମିଓ ହେଲିକପ୍ଟର

The advanced MH-60R Romeo helicopter has been formally inducted into the Indian Navy today at the naval base in Goa. This helicopter will prove to be a major asset in keeping a close watch on enemy movements in the Indian Ocean. Equipped with a multi-mode radar and high-resolution cameras, it is capable of detecting and tracking enemy submarines hidden deep underwater.

Dec 17, 2025 - 15:51
 0  9
ନୌସେନାରେ ସାମିଲ ରୋମିଓ ହେଲିକପ୍ଟର

ଗୋଆର ନେଭାଲ୍ ବେସ୍‌ରେ ଆଜି ବିଧିବଦ୍ଧ ଭାବେ ଭାରତୀୟ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ MH-60R  ରୋମିଓ ହେଲିକପ୍ଟର । ହିନ୍ଦ ମହାସାଗରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବା ପାଇଁ ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହେବଏହି ହେଲିକପ୍ଟର।ଏଥିରେ ରହିଛି ମଲ୍ଟି-ମୋଡ୍ ରଡାର ଏବଂ ହାଇ-ରିଜୋଲ୍ୟୁସନ କ୍ୟାମେରା, ଯାହା ସମୁଦ୍ର ଭିତରେ ଲୁଚି ରହିଥିବା ଶତ୍ରୁର ବୁଡ଼ାଜାହାଜକୁ ଖୋଜି କରିପାରିବ ବାହାର। 

What's Your Reaction?

like

dislike

love

funny

angry

sad

wow