ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ

Apr 23, 2026 - 15:55
 0  2
ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ

ପ୍ରତୀକ୍ଷାର ହେଲା ଅନ୍ତ।ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ।'ଜୟ ବଦ୍ରି ବିଶାଲ' ଧ୍ୱନୀରେ କମ୍ପିଲା ମନ୍ଦିର ପରିସର।ଆଧ୍ୟାତ୍ମିକତାର ମହାକୁମ୍ଭ 'ଚାରିଧାମ ଯାତ୍ରା-୨୦୨୬'ର ଶୁଭାରମ୍ଭ ସହ ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଆଜି ଭକ୍ତଙ୍କ ପାଇଁ ଫିଟିଛି ବଦ୍ରୀନାଥ ଧାମର ଦ୍ୱାର। ବର୍ତ୍ତମାନ ଉଦ୍ଧବ ଓ କୁବେର ଜୀ ଗର୍ଭଗୃହରେ ଅବସ୍ଥାପିତ ହୋଇଥିବାବେଳେ ମାତା ଲକ୍ଷ୍ମୀ ନିଜର ସ୍ୱତନ୍ତ୍ର ମନ୍ଦିରରେ ହୋଇଛନ୍ତି ବିରାଜିତ।

What's Your Reaction?

like

dislike

love

funny

angry

sad

wow