ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ

Jan 5, 2025 - 19:04
 0  1
ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ

୨୦୨୫ର ଆଦିବାସୀ ମେଳା ଉଦଘାଟନ କାର୍ଯ୍ୟକ୍ରମରେ ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥି ସହିତ ଜନଜାତି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ପ୍ରତି ଶିକ୍ଷା ବର୍ଷରେ ପ୍ରଦାନ କରାଯିବ ଏକକାଳୀନ  ୫ ହଜାର ଟଙ୍କା । ଅଷ୍ଟମ ଓ ଦଶମ ପାସ କରି ନବମ ଓ ଏକାଦଶ ଶ୍ରେଣୀରେ ଭର୍ତ୍ତି ହେବା ପରେ ହିଁ ପିଲାଙ୍କୁ ମିଳିବ ଏହି ସହାୟତା । ଏହି ଯୋଜନା ପାଇଁ  ବ୍ୟୟବରାଦ ହୋଇଛି 156 କୋଟି ଟଙ୍କା  । ଉପକୃତ ହେବେ ୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ।

What's Your Reaction?

like

dislike

love

funny

angry

sad

wow