ମୁଖ୍ୟମନ୍ତ୍ରୀ ଆବାସ ଛାଡିବେ ଅରବିନ୍ଦ କେଜ୍ରିୱାଲ

ମୁଖ୍ୟମନ୍ତ୍ରୀ ଆବାସ ଛାଡିବେ ଅରବିନ୍ଦ କେଜ୍ରିୱାଲ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାସ ଭବନ ଖାଲି କରିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଯେଉଁସବୁ ସୁବିଧା ପାଉଥିଲେ ସେଥିରୁ ହେବେ ବଞ୍ଚିତ। ତେବେ କେଜ୍ରିଓ୍ବାଲ କେଉଁଠି ରହିବେ ତାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାର ଘଟିଛି ଅନ୍ତ। ଆପ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବେ କେଜ୍ରିଓ୍ବାଲ।