ସାମାନ୍ୟ କମିଲା ସୁନାଦର

Jul 20, 2024 - 17:20
 0  5
ସାମାନ୍ୟ କମିଲା ସୁନାଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୯୭୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୬୭ ହଜାର ୮୦୦ ଟଙ୍କା।ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭, ୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୩, ୯୭୦ ହୋଇଛି ।ଅନ୍ୟପଟେ କେଜି ପ୍ରତି ୯୩, ୧୫୦ ଟଙ୍କା ହୋଇଛି ରୂପା ଦର ।

What's Your Reaction?

like

dislike

love

funny

angry

sad

wow