ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ
ମୂଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ସେ ଏଲଜିଙ୍କୁ ପଠାଇଚନ୍ତି ନିଜ ଇସ୍ତଫା ପତ୍ର ।ତାଙ୍କ ପରେ ଅତିଶୀ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ମଙ୍ଗଳବାର ଆମ ଆଦମୀ ପାର୍ଟି ର ବିଧାନସଭା ଦଳର ବୈଠକରେ ଅତିଶୀଙ୍କ ନାମ କରାଯାଇଥିଲା ଅନୁମୋଦନ । ତାଙ୍କ ନାମ ଅରବିନ୍ଦ କେଜରିୱାଲ ନିଜେ ବିଧାୟକ ଦଳ ବୈଠକରେ ଦେଇଥିଲେ ପ୍ରସ୍ତାବ , ଯେଉଁଥିରେ ଏକମତ ହୋଇଥିଲେ ସମସ୍ତ ସଦସ୍ୟ।
What's Your Reaction?