ଯାଜପୁରରେ କାର୍ଯ୍ୟକ୍ରମ ସାରି ବାଲେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଯାଜପୁରରେ କାର୍ଯ୍ୟକ୍ରମ ସାରି ବାଲେଶ୍ବରରେ ପହଞ୍ଚି ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲେଶ୍ବର ସହରରେ କରାଯାଇଛି ବ୍ୟାପକ ପୁଲିସ ମୁତୟନ। ଏହା ପୂର୍ବରୁ ଯାଜପୁର ଯାଇ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି।ମାଆଙ୍କୁ ଦର୍ଶନ ସହିତ ନାଭିଗୟାରେ କରିଥିଲେ ପିଣ୍ଡଦାନ।
What's Your Reaction?