ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ

Sep 24, 2024 - 14:46
 0  3
ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ

ତିରୁପତି ଲଡୁ ବିବାଦ ଭିତରେ ଶ୍ରୀମନ୍ଦିରରେ ଘିଅର ମାନ ନେଇ ବଡ ବୟାନ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ କହିବା ମୁତାବକ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ରହିଛି ସମ୍ଭାବନା । ଏନେଇ ସୁଆର, ମହାସୁଆର ନିଯୋଗ ସହ କରାଯିବ ଆଲୋଚନା । ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଯାଞ୍ଚ କରିବେ ଖାଦ୍ୟ ସୁରକ୍ଷା ଅଧିକାରୀ। ମାନ ଯାଞ୍ଚ କରାଯାଇ ନିଆଯିବ ଆବଶ୍ୟକ ପଦକ୍ଷେପ ।

What's Your Reaction?

like

dislike

love

funny

angry

sad

wow