ରାଜ୍ୟରେ ପ୍ରତିଷ୍ଠା ହେବ ୫ ଡାକ୍ତରୀ କଲେଜ

Apr 19, 2026 - 12:48
 0  4
ରାଜ୍ୟରେ ପ୍ରତିଷ୍ଠା ହେବ ୫ ଡାକ୍ତରୀ କଲେଜ

ରାଜ୍ୟରେ ପ୍ରତିଷ୍ଠା ହେବ ୩ ଆୟୁର୍ବେଦ ଏଵଂ ୨ ହୋମିଓପାଥି ଡାକ୍ତରୀ କଲେଜ। ଏଥିପାଇଁ ଜିଲ୍ଲାପାଳମାନଙ୍କ ସହ ସମନ୍ଵୟ ରଖି ଜାଗା ଚିହ୍ନଟ ପାଇଁ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଗଜପତି, ରାୟଗଡ଼ା, ମାଲକାନଗିରିରେ ଆୟୁର୍ବେଦିକ କଲେଜ ଓ ନୟାଗଡ଼, ନୂଆପଡ଼ାରେ ହେବ ହୋମିଓପାଥି ମେଡିକାଲ କଲେଜ। ଏନେଇ  ନିଜ ବଜେଟ ଭାଷଣରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  

What's Your Reaction?

like

dislike

love

funny

angry

sad

wow