ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା, ୭ ଅଭିଯୁକ୍ତ ଗିରଫ

Apr 19, 2026 - 12:51
 0  4
ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା, ୭ ଅଭିଯୁକ୍ତ ଗିରଫ

ଯାଜପୁର ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଟ୍ରାକ୍ଟର ମାଲିକ, ଡ୍ରାଇଭର ସମେତ ଗିରଫ ହୋଇଛନ୍ତି ୭ ଅଭିଯୁକ୍ତ  । ଏଥିସହ ଜବତ କରାଯଇଛି ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ।ଗତକାଲି କୋରେଇ ଥାନା ମୀନାବଜାର ଛକ ନିକଟରେ ଲଘୁ ଖଣିଜ ଲୁଟ୍ ହେଉଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ।

What's Your Reaction?

like

dislike

love

funny

angry

sad

wow