ଲୋକସଭାରେ ଆଗତ ହେଲା ଏକ ଦେଶ, ଏକ ନିର୍ବାଚନ ବିଲ୍

Dec 17, 2024 - 13:21
 0  6
ଲୋକସଭାରେ ଆଗତ ହେଲା  ଏକ ଦେଶ, ଏକ ନିର୍ବାଚନ ବିଲ୍

ଆଜି ସଂସଦରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ଏକ ଦେଶ, ଏକ ନିର୍ବାଚନ ବିଲ୍। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ।ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ଦିଆଯାଇଛି ନାମ । ତେବେ ବିଲ୍‌ ଆଗତ ହେବା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି କଂଗ୍ରେସ, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି।କିନ୍ତୁ ଟିଡିପି ଏବଂ  ଓ୍ୱାଇଏସଆରସିପି ଦଳର ସାଂସଦ ଏହି ବିଲକୁ କରିଛନ୍ତି ସମର୍ଥନ  ।

 

What's Your Reaction?

like

dislike

love

funny

angry

sad

wow