ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ

Transport Minister Bibhuti Bhusan Jena announced major updates regarding Pollution Under Control Certificates (PUCC). Plans are underway to reduce fines. PUCC will remain mandatory for all vehicles. The government is also considering reducing fines at toll gates and cutting the ₹10,000 penalty. These steps follow stricter air pollution regulations in the state.

Feb 11, 2026 - 15:08
 0  1
ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ

ପ୍ରଦୂଷଣ ପ୍ରମାଣପତ୍ର ବା ପିୟୁସିସି ନେଇ ବଡ଼ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ସେ କହିଛନ୍ତି ଯେ,ପିୟୁସିସି
ଫାଇନ୍ କମାଇବା ନେଇ ଚାଲିଛି ଯୋଜନା।ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ
।ଆହୁରି ମଧ୍ୟ ଟୋଲ୍ ଗେଟ୍‌ରେ ପିୟୁସିସି ଫାଇନ୍ କମାଇବା ପାଇଁ ଯୋଜନା ଚାଲିଥିବା କହିଛନ୍ତି ମନ୍ତ୍ରୀ।
ସେହିପରି ୧୦ ହଜାର ଟଙ୍କା ଫାଇନ୍କୁ କମ୍ କରିବାକୁ ଚାଲିଛି ଆଲୋଚନା। ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ
କଡ଼ାକଡ଼ି ହୋଇଥିଲା ପିୟୁସିସି ନିୟମ। ଯାହାର ଗାଡ଼ି ଅଛି,ପିୟୁସିସି କରିବାକୁ ସରକାର କହିଥିଲେ ବୋଲି କହିଛନ୍ତି ମନ୍ତ୍ରୀ।



What's Your Reaction?

like

dislike

love

funny

angry

sad

wow