ହରିହର ମିଶ୍ରଙ୍କ ପରଲୋକ
୮୪ବର୍ଷ ବୟସରେ ପ୍ରଖ୍ୟାତ କବି,ସାହିତ୍ୟକ,ନାଟ୍ୟକାର ହରିହର ମିଶ୍ରଙ୍କ ପରଲୋକ । ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ ହରିହର ମିଶ୍ର । ସେ ଓଡ଼ିଆ ଭାଷା ସାହିତ୍ୟରେ ହାସଲ କରିଛନ୍ତି ସ୍ନାତକୋତ୍ତର। ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର ।
What's Your Reaction?